ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଦୁଇ ଜିଲ୍ଲାର ଲୋକଙ୍କୁ ଭରସା ବାଉଁଶ ପୋଲ: ଦୁଇଥର ଅବଧି ସରିଲାଣି, ସରୁନି ​କାମ

ଦଶରଥପୁର: ଶିଳାନ୍ୟାସର ୬ ବର୍ଷ ପରେ ବି ସରୁନି ସେତୁ କାର୍ଯ୍ୟ। ବ୍ୟୟ ଅଟକଳ ଥରକୁ ଥର ବଢ଼ିଚାଲିଛି। ଏଣେ ଲୋକେ ବାଉଁଶ ପୋଲ ଉପରେ ଭରସା କରି ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନ ମଙ୍ଗଳପୁର ସେକ୍ସନ ଅନ୍ତର୍ଗତ  ବୈତରଣୀ ନଦୀର…
ଅଧିକ ଖବର ଦେଖନ୍ତୁ...

ଆଜି ପବିତ୍ର ମହାବାରୁଣୀ ସ୍ନାନ: ଦଶାଶ୍ୱମେଧ ଘାଟ ଓ ରୁଷିକୂଲ୍ୟା ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଆଜି ପବିତ୍ର ମହାବାରୁଣୀ ସ୍ନାନ। ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭଯୋଗ ସମୟ ନିର୍ଘଣ୍ଟ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ବୁଡ଼…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରୁଥିଲେ ବାପପୁଅ: ବାଟରେ ଜଗିଥିଲା ଯମ

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଠାରେ ସମ୍ପର୍କୀୟଙ୍କ ଘରୁ ହସଖୁସିରେ ବାଇକ୍‌ ଯୋଗେ ବାପପୁଅ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଉଭୟଙ୍କ ଜୀବନ। ମୃତକଦ୍ୱୟ ହେଲେ ସଠିଆଟଗିରି ଗ୍ରାମର ସଇନ୍ଦା…
ଅଧିକ ଖବର ଦେଖନ୍ତୁ...

ନିଖିଲ ପବନ କଲ୍ୟାଣ ହେଲେ ଯାଜପୁର ଜିଲ୍ଲାପାଳ

ଭୁବନେଶ୍ବର: ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ବଦଳି ହୋଇଛି। ଯାଜପୁରରେ ଗ୍ରାମୀଣ ବିକାଶ ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲେ ସିନେ ତାରକା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

ଭୁବନେଶ୍ବର: ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତ‌ାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ ଏବେ  ଆକାଶ ଦାସ ନାୟକ ବି ବିଜେଡି ଛାଡ଼ିଛନ୍ତି। ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇନଥିଲା। ଏଥର ବି ଦଳ…
ଅଧିକ ଖବର ଦେଖନ୍ତୁ...

ବିରଜାଙ୍କ ଦର୍ଶନ କଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଆଶିଷ ଲାଭ କଲେ ଯାଜପୁରର ବିଧାୟକ ତଥା ସମ୍ବଲପୁରର ବିଜେଡି ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ପ୍ରଣବ ପ୍ରକାଶ ଦାସ। ଆଜି ତାଙ୍କୁ ଭବ୍ୟ ସ୍ବାଗତ ସହ ବାଣ ବାଜା ବଜାଇ ମାଆଙ୍କ ମନ୍ଦିର ପାଖକୁ ପାଛୋଟି…
ଅଧିକ ଖବର ଦେଖନ୍ତୁ...

ଦୋଳ ପୂର୍ଣ୍ଣିମା ଅବସରରେ ମା’ ବିରଜାଙ୍କ ନିକଟରେ ହେଲା ନୂତନ ପଞ୍ଜିକା ପାଠ

ଯାଜପୁର: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ନିକଟରେ ମାଙ୍କ ଦୋଳ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ମା’ଙ୍କ ନିକଟରେ ଜ୍ୟୋତିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ଏହି ପାଞ୍ଜି ପଣା ସଂକ୍ରାନ୍ତି ଠାରୁ କାର୍ଯ୍ୟକାରୀ କରାଯିବ।…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ଯାଜପୁର ଲୋକସଭା କ୍ଷେତ୍ର ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ବର: ନବୀନ ନିବାସରେ ଆଜି ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ପରେ ଲୋକସଭା ସଂସଦୀୟ କ୍ଷେତ୍ର ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଯାଜପୁର ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ଓ ଦଳର ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି। ଯାଜପୁର ଟାଉନ…
ଅଧିକ ଖବର ଦେଖନ୍ତୁ...

ବଜାରକୁ ଆସୁଥିଲେ: ଦ୍ରୁତଗାମୀ ଟ୍ରକ୍‌ ଚଢ଼ିଯିବାରୁ ୨ଭାଇଙ୍କ ସମେତ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବ୍ୟାସନଗର: ଯାଜପୁରରୋଡରେ ଶନିବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜିନିଷପତ୍ର କିଣିବା ପାଇଁ ଏକ ବାଇକ୍‌ରେ ବଜାରକୁ ଆସୁଥିବା ୩ଜଣ ଲୋକଙ୍କ ଉପରେ ଦ୍ରୁତଗାମୀ ଟ୍ରକ୍ ମାଡ଼ିଯାଇଛି। ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚକ୍ରଧର ସାଇଁଆ ୨୮),…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଯାଜପୁରଟାଉନ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଘଟଣାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଯାଜପୁର ଆଡହକ ଏଡିଜେ ପୋକ୍‌ସୋ ଜଜ(୨) ବିଜୟ କୁମାର ଜେନା ରାୟରେ…
ଅଧିକ ଖବର ଦେଖନ୍ତୁ...