ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ: ୧୦୦ ଗ୍ରାମ୍‌ ବ୍ରାଉନସୁଗାର, ୮ କିଲୋ ଗଞ୍ଜେଇ ଓ ୯୦ ହଜାର ଟଙ୍କା ଜବତ

ଖୋର୍ଦ୍ଧା: କଟକ ଅବକାରୀ ପ୍ଲାଇଙ୍ଗ ସ୍କାର୍ଡ ଖୋର୍ଦ୍ଧା ଓ କଟକରେ ଶୁକ୍ରବାର ବ୍ୟାପକ ଚଢ଼ାଉ କରି ୧୦୦ ଗ୍ରାମ୍‌ ବ୍ରାଉନସୁଗାର, ୮ କିଲୋ ଗଞ୍ଜେଇ ଓ ୯୦ ହଜାର ଟଙ୍କା ଜବତ କରିଛି। ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ଉଇଲକିଶନ ନଗରରୁ ଚଢ଼ାଉ କରି ୧୦୦…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା: ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଫାଙ୍କା ଗୁଳି ଚାଳନା

ବାଲିଅନ୍ତା: ଭୁବନେଶ୍ୱର କମିସନରେଟ୍‌ ପୁଲିସ ଅନ୍ତର୍ଗତ ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ଦୁଇ ଗ୍ରାମର ଯୁବଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପେଟ୍ରୋଲ ପମ୍ପ ପାଖରେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ତେବେ ଏଥିରେ…
ଅଧିକ ଖବର ଦେଖନ୍ତୁ...

ବନ୍ୟାଞ୍ଚଳର ବିକଳ ସ୍ଥିତି: ତେଲ ନଥିବାରୁ ବୋଟ୍‌ ଅଚଳ, ଫେରିଲେ ସ୍ୱାସ୍ଥ୍ୟ ବିଭାଗ ଦଳ, ବନ୍ୟାପୀଡ଼ିତ ହତାଶ

ନିରାକାରପୁର: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କିଭଳି ଆଦୌ ପ୍ରସ୍ତୁତ ନୁହେଁ, ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଖୋର୍ଧା ବ୍ଲକ୍‌ ଅନ୍ତର୍ଗତ ଓରବରସିଂହ ପଞ୍ଚାୟତର ହିରିମୂଳ ଗ୍ରାମରେ। ବନ୍ୟାଘେରରେ ରହିଥିବା ହିରିମୂଳ ଗ୍ରାମବାସୀଙ୍କ ଗମନାଗମନ ପାଇଁ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ବାନ୍ଧି ନିସ୍ତୁକ ମାଡ଼ : ଆଖି ତାଡ଼ିନେଲେ

ନିରାକାରପୁର : ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ପ୍ରେମିକା ଘର ଲୋକେ ତୁମୁଳ କାଣ୍ଡ ରଚାଇଛନ୍ତି। ଫୋନ୍‌ରେ ଡକାଇ ପ୍ରେମିକକୁ ଧରିନେଇ ଖୁଣ୍ଟରେ ବାନ୍ଧି ଧୁମ୍‌ ପିଟିଛନ୍ତି। ଏପରିକି ତାଙ୍କ ଆଖି ତାଡ଼ିଦେବା ସହ ମୋବାଇଲ୍‌ ଫୋନ୍‌ ଏବଂ ସୁନା ଚେନ୍‌ ଛଡ଼ାଇ ନେଇ ହତ୍ୟା ଧମକ ଦେଇଛନ୍ତି। ଖୋର୍ଧା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: କଳା ପଲସର୍‌ରେ ଆସି ଧକ୍କା ଦେଲେ ଓ ସାଢ଼େ ତିନି ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଦେଖିବାକୁ ମିଳିଛି କଳା ପଲସର ଆତଙ୍କ । ଦିନଦ୍ୱିପହରେ ଲୁଟ ଘଟଣା ଅନେକଥର ସାମ୍ନାକୁ ଆସିଲାଣି। ଗୁରୁବାର ଅପରାହ୍ନରେ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଅଜଣା ଗାଡ଼ି ଧକ୍କାରେ ବାପ ମୃତ ଓ ପୁଅ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ମଙ୍ଗଳବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାପର ମୃତ୍ୟୁ ହୋଇଥିଲା ବେଳେ ପୁଅ ଗୁରୁତର ଆହତ ହୋଇଛି। ସ୍ଥାନୀୟଲୋକେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳକୁ ଦୌଡ଼ି ଆସିବା…
ଅଧିକ ଖବର ଦେଖନ୍ତୁ...

ମଦ ଦୋକାନ ସ୍ଥାନାନ୍ତର ଦାବିରେ ଧାରଣା

ଖୋର୍ଧା : ଜଟଣୀ-ପିପିଲି ମୁଖ୍ୟ ରାସ୍ତାର କୁଦିଆରୀ ବଜାର ନିକଟ ବସନ୍ତ ବାର୍‌ ନାମକ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଆଜି ଜଟଣୀର ନାରୀ ଶକ୍ତି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ସଂଗଠନର ସମ୍ପାଦିକା ନମିତା ପାଲଙ୍କ ନେତୃତ୍ଵରେ…
ଅଧିକ ଖବର ଦେଖନ୍ତୁ...

ନିରାକାରପୁର: ଅପରାଧୀର ବୋମାମାଡ଼ରେ ୩ ପୁଲିସ ଆହତ, ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକ ନିକଟରେ ବନ୍ଦ ଥିବା ଏକ ମଦ ଦୋକାନରେ ଲୁଚିଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସ ଉପରକୁ ବୋମାମାଡ଼ କରି ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛି ବହୁ ଅପରାଧିକ ମାମଲାରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ପଥର ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିଙ୍ଗ ମୁଣ୍ଡିଆ ପଥର ଖଣିରେ ବେଆଇନ ଭାବେ ପଥରା ଫଟା ଯାଉଥିିବା ବେଳେ ପଥର ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ଗଠନ ରୌପ୍ୟ ଜୟନ୍ତୀ ପାଳନ ପୂର୍ବରୁ ରାହଗିରି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗଠନର ୨୫ ବର୍ଷ ବା ରୌପ୍ୟ ଜୟନ୍ତୀ ପାଳନ କରାଯିବା ପୂର୍ବରୁ ରବିବାର ସକାଳେ ଖୋର୍ଦ୍ଧା ସହରରେ ଏକ ରାହଗିରି ଆୟୋଜନ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଦଯାତ୍ରାରେ ହଜାରରୁ ଅଧିକ ଜନସମାଗମ ହୋଇଥିଲା। ଏଥିରେ ମେଲୋଡି, ଘୋଡ଼ାନାଚ, ବୃକ୍ଷରୋପଣ ଓ…
ଅଧିକ ଖବର ଦେଖନ୍ତୁ...