କଂଗ୍ରେସର ବିଜୟ ପରେ ଖୁସି ମନାଇଲେ ବିଧାୟକ

ଲକ୍ଷ୍ମୀପୁର: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରୁ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ଓ ସରକାର ଗଠନକୁ ସ୍ୱାଗତ କରି ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ମଙ୍ଗଳବାର ଉତ୍ସବ ମୁଖର ଦେଖିବାକୁ ମିଳିଥିଲାା ଦିନ ତମାମ୍‌ କାର୍ଯ୍ୟାଳୟ ଭିତରେ ଟିଭିଆଗରେ କଂଗ୍ରେସ କର୍ମୀଙ୍କ ସହ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଉପସ୍ଥିତ ରହି ଫଳଫଳକୁ ଅପେକ୍ଷା କରିଥିବା ବେଳେ ସଂଧ୍ୟାରେ ବିଜୟ ଉତ୍ସବ ପାଳନ କରିଥିଲୋ ଉପସ୍ଥିିତ କର୍ମୀମାନଙ୍କ ଗହଣରେ କେକ୍‌ କାଟିବା ସହ ମିଠା ବଣ୍ଟନ କରି ଆତସବାଜି ଫୁଟାଇ ଧୂମଧାମରେ କଂଗ୍ରେସର ବିଜୟ ଉତ୍ସବ ପାଳନ କରିଥିଲୋ

ସମ୍ବନ୍ଧିତ ଖବର