ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ନାଗାଗୁଡ଼ାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଂଚାୟତ ଅନ୍ତର୍ଗତ ନାଗାଗୁଡ଼ା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଝରିଗାଁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ପ୍ରକାରେ…
ଅଧିକ ଖବର ଦେଖନ୍ତୁ...

ଉମରକୋଟରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଉମରକୋଟ: ଓଡ଼ିଶାରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି ସେ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ। ଏକ ଚା’ ଦୋକାନରେ ବସି ବିଜେପି କର୍ମୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ଜୀବନ

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଜଣକ ନବରଙ୍ଗପୁରର ଜି. ଈଶ୍ୱର ରାଓ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର ରାଓ…
ଅଧିକ ଖବର ଦେଖନ୍ତୁ...

ମଇଦାନରେ ମୁହାଁମୁହିଁ ହେବେ ବିଜେଡି-କଂଗ୍ରେସ: ମନୋହର ବନାମ ଲିପିକା ଲଢ଼େଇ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଅଭିଜ୍ଞ ବନାମ ନବାଗତ ଲଢ଼େଇକୁ ନେଇ ଚର୍ଚ୍ଚା ଜୋର୍‌ଦାର୍‌ ହୋଇଛି। ବିଜେଡିର ବିଧାୟକ ମନୋହର ରନ୍ଧାରୀ ଓ କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତର ଝିଅ ଲିପିକା ମାଝୀ ପରସ୍ପରକୁ କଡ଼ା ଟକ୍କର ଦେବା…
ଅଧିକ ଖବର ଦେଖନ୍ତୁ...

ତେନ୍ତୁଳି ଗଛରୁ ପଡ଼ି ଅଣ୍ଟା ଉଠୁନାହିଁ, ୪ ବର୍ଷ ହେଲା ଶର୍ଯ୍ୟାଶାୟୀ ଅସ୍ତୁ

ଝରିଗାଁ: ପେଟ ପାଟଣା ପାଇଁ ଗ୍ରାମରେ କାମ କରି ପରିବାର ପୋଷଣ କରି ଆସୁଥିଲେ। ଆଜିକୁ ୪ ବର୍ଷ ତଳେ ଜଣଙ୍କ ତେନ୍ତୁଳି ଗଛରୁ ତେନ୍ତୁଳି ଝାଡିବା ସମୟରେ ଅସାବଧାନତା ଯୋଗୁଁ ଗଛରୁ ପଡି ଗଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଶଯ୍ୟାଶାହୀ ହୋଇ ଅନ୍ୟ ସହାରାରେ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଗାଧୁଆ ଘରେ ଟ୍ୟାପ୍‌ ବାଜି ଶିଶୁକନ୍ୟା ମୃତ, ନଦୀରେ ବୁଡ଼ିଗଲା ୬ ବର୍ଷୀୟ ଝିଅ

ବଲାଙ୍ଗୀର: ସ୍ଥାନୀୟ ବେହେରାପାଲିଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣନିଧି କୁମ୍ଭାରଙ୍କ ଛ' ବର୍ଷର ଝିଅ ଅଭିପ୍ରିୟା ଗାଧୁଆ ଘରକୁ ଯାଇଥିଲେ। ସେ ଉଠିବା ବେଳେ ପାଣି ଟ୍ୟାପ୍‌ ମୁଣ୍ଡରେ ବାଜିଥିଲା। ତାଙ୍କୁ ଭୀମ ଭୋଇ ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜନ୍ତାରେ ପଡ଼ିଲା ଭାଲୁ: ଲୋକେ ଆଶ୍ବସ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାରେଞ୍ଜ ଅଧୀନ ବରଗାଁ ଠାରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗ୍ରାମ ଭିତରକୁ ଆସି ଉପଦ୍ରବ କରିବା ସହ ଗ୍ରାମର ଘରଗୁଡ଼ିକ ଭିତରକୁ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା। ଏହାକୁ ନେଇ ଗ୍ରାମବାସୀ ବେଶ ଭୟଭୀତ…
ଅଧିକ ଖବର ଦେଖନ୍ତୁ...

ଗର୍ଭପାତ ନେଇ ମାମଲା ରୁଜୁ; କ୍ବାକ୍‌, ଶଶୁର କୋର୍ଟ ଚାଲାଣ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନସ୍ଥ କଲିଆପଦର ଗ୍ରାମର ଜଣେ ଯୁବତୀଙ୍କୁ ବଳପୂର୍ବକ ଗର୍ଭପାତ କରାଇଥିବା ଅଭିଯୋଗକୁ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଏହି ଘଟଣାରେ ସମ୍ପର୍କୀୟ ଶଶୁର ଏବଂ କ୍ବାକ୍‌କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷରେ ପିଡ଼ିତାଙ୍କ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ଠୁଙ୍କିଲେ ଠିକାଦାର ସଂଘ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠିକାଦାର ସଂଘ ପକ୍ଷରୁ ଏମଜିଏନଆରଇଜିଏସ ମେଟେରିଆଲ ଟଙ୍କା ଦେବାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବହେଳା କରୁଥିବା ଅଭିଯୋଗ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି। ଠିକାଦାର ସଂଘର ସଭାପତି ମଦନ ବିହାରୀ ସାମଲଙ୍କ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହାଣି ପୋତିଥିଲେ; ମାଟି ତଳୁ ମୃତଦେହ ଉଦ୍ଧାର, ୪ଅଟକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ସଚେତନତା ଅଭାବ ଯୋଗୁଁ ଏବେ ମଧ୍ୟ ଅନ୍ଧ ବିଶ୍ୱାସ ରହିଛି। ସଚେତନତା ଅଭାବ ଯୋଗୁଁ ଗୁଣି ଗାରେଡି କରୁଥିବା ନେଇ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଂଚାୟତ…
ଅଧିକ ଖବର ଦେଖନ୍ତୁ...