ନୟାଗଡ଼: ରଣପୁର ବଜାରରେ ବୋମାମାଡ଼ କରି ବ୍ୟବସାୟୀଙ୍କ ଠାରୁ ୪୦ ଲକ୍ଷ ଟଙ୍କାର ଗହଣା ଲୁଟ

ନୟାଗଡ଼: ନୟାଗଡ଼ ଜିଲ୍ଲାର ରଣପୁର ବଜାରରେ ବୋମାମାଡ଼ କରି ରବିବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ୪୦ ଲକ୍ଷ ଟଙ୍କାର ଗହଣା ଲୁଟ୍‌ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୂର୍ବ ଯୋଜନା ମୁତାବକ ୪ ଜଣ ଦୁର୍ବୃତ୍ତ ୨ଟି ପଲସରରେ ଆସି ଦୋକାନ ମାଲିକଙ୍କ ଉପରକୁ ବୋମାମାଡ଼ କରିଥିଲେ ଏବଂ ଗହଣା ନେଇ ଫେରାର ହୋଇଯାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର