ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ନୂଆପଡ଼ାରେ ପ୍ରବଳ ବର୍ଷା: କେରମେଲିରୁ ପେଠିଆପାଲିକୁ ଯୋଗାଯୋଗ ବିଛିନ୍ନ

ନୂଆପଡ଼ା:  ନୂଆପଡ଼ା ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଲୋକ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଲିଛି। ନୂଆପଡ଼ା ବ୍ଲକ କେରମେଲି ପଞ୍ଚାୟତରେ ପ୍ରବଳ ବର୍ଷା ହେତୁ କେରମେଲି ଓ ପେଠିଆପାଲି ମଝିରେ ଥିବା ବାଙ୍କଟି ନାଳା ଉପରେ ୪ ଫୁଟ ପାଣି ଯାଉଥିବାରୁ କେରମେଲିରୁ…
ଅଧିକ ଖବର ଦେଖନ୍ତୁ...

କୂଅରେ ପଡ଼ି ନାବାଳକ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୁକୁଡ଼ାତାଲ ଗ୍ରାମରେ ଆଜି କୂଅରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁସାରେ ଧରମବନ୍ଧା ଥାନା କୁକୁଟାତାଲ ଗ୍ରାମର ରିତେଶ ମାଝୀ(୧୨) ଆଜି ସକାଳେ ଘରେ କେହି ନଥିବା ବେଳେ ଘର ପାଖରେ ଥିବା ଏକ କୂଅ ପାଖକୁ ଯାଇଥିବା ବେଳେ ଗୋଡ଼…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାର ଆଦର୍ଶ ଡିଗ୍ରି କଲେଜକୁ ପକ୍କା ରାସ୍ତା ନାହିଁ

ଖଡ଼ିଆଳ: ଖଡ଼ିଆଳ ସହର ପୁଟୁପଡ଼ାସ୍ଥିତ ନୂଆପଡ଼ା ଜିଲ୍ଲାର ଏକମାତ୍ର ଆଦର୍ଶ ଡିଗ୍ରି ମହାବିଦ୍ୟାଳୟକୁ ଆଜି ଯାଏ ପକ୍କା ରାସ୍ତାଟିଏ ନାହିଁ। ଫଳରେ ଛାତ୍ରଛାତ୍ରୀମାନେ କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ମୁଷରଙ୍ଗୀ ଜଙ୍ଗଲରେ ମାତିଲା ବାଘ: ପୁଣି ବାଛୁରୀକୁ ମାରି ଖାଇଲା

ନୂଆପଡ଼ା: ନୂଆପଡ଼ା ରେଞ୍ଜ ଅଧୀନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘ। ଆଜି ତରିଆମହୁଆଭଟା ଗାଁରେ ପୁଣି ବାଘ ଏକ ବାଛୁରୀକୁ ମାରି ଖାଇଥିବା ଜଣାଯାଇଛି। ଗତକାଲି ରାତିରେ ଆମାନାରା ବିଟ ଅଧୀନ ତରିଆମହୁଆଭଟା ଗାଁର ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଳରେ ବାନ୍ଧି ରଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ଅଞ୍ଚଳରେ ୬ ଦିନ ହେଲା ବୁଲୁଛି ଦନ୍ତାହାତୀ, ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଜଙ୍ଗଲ ନିକଟ ଖାସବାହାଲ, ଆର୍ତ୍ତତ୍ରାଣପୁର, ଚଚରାଭଟା, ବଙ୍କାପୁର, ଦୋହେଲପଡ଼ା, ଚାନ୍ଦେଲ, ବହଲପଦର, ତିରନପୁର ଆଦି ଗ୍ରାମରେ ଛଅ ଦିନ ହେଲା ଏକ ଦନ୍ତାହାତୀ ବୁଲୁଥିବା ଦେଖାଦେଇଛି। ପ୍ରକାଶ ଯେ, ଧର୍ମଗଡ଼ ଜଙ୍ଗଲରୁ ଏକ ହାତୀପଲ ଛତିଶଗଡ଼ ଦେଭୋଗ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ ଅଫିସ୍‌ ଘେରିଲା ଆଦିବାସୀ କଲ୍ୟାଣ ସଂଘ; ପୁଲିସ୍ ସହ ଧସ୍ତାଧସ୍ତି, ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜଙ୍ଗଲ ଜମି ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ଶୁକ୍ରବାର ଜିଲ୍ଲାପାଳ ଅଫିସ୍‌ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାପାଳ ଅଫିସ୍‌କୁ ଧସେଇ ପଶୁଥିବା ବେଳେ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିବା ଦେଖାଯାଇଛି। ଆଜି ମଧ୍ୟାହ୍ନରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଲଘୁଚାପ ଏବେ ଗଙ୍ଗାନଗର, ନାରନୌଲ, ଗଓ୍ଵାଲିୟର, ସିଦ୍ଧି, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିଛି ଏବଂ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଣଦେଖା! ସ୍କୁଲରେ ତାଲା ପକାଇଲେ ଅଭିଭାବକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସ୍‌ଏସ୍‌ଡି)ରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଅଭିଭାବକ ମହଲ ଅସନ୍ତୋଷ ପ୍ରକାଶ କରି ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବରପାଇ ଜିଲ୍ଲା ମଙ୍ଗଳ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଥିବାରୁ ରାଜ୍ୟରେ ଆସନ୍ତା ୩୦ ତାରଖରୁ ବର୍ଷାର ବିସ୍ତୃତି ବଇବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା; ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି (ବୁଧବାର) ଆହୁରି ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ରହିଛି। ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...