ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର ‌ଲୋକସଭା ଆସନ: ଏ ଯାଏ ମହିଳା ସଦସ୍ୟ ଶୂନ

ସମ୍ବଲପୁର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ରାଜନୈତିକ ଦଳଗୁଡ଼ିକ ମହିଳାମାନଙ୍କୁ ଟିକେଟ୍‌ ଦେବାକୁ ଏକ ପ୍ରକାର ବାଧ୍ୟ‌ ହେଉଛନ୍ତି। ସାଧାରଣ ନିର୍ବାଚନ ସମୟରେ କିନ୍ତୁ ମହିଳାମାନଙ୍କୁ ଟିକେଟ୍‌ ଦେବାରେ ରାଜନୈତିକ ଦଳଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କଂଗ୍ରେସ ଜାରିକଲା ୯ ଗ୍ୟାରେଣ୍ଟି

ସମ୍ବଲପୁର: ଆଗାମୀ ନିର୍ବାଚନରେ ମତଦାତାମାନଙ୍କ ସମର୍ଥନ ହାସଲ ନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମତଦାତାମାନଙ୍କ ମନ ଜିଣିବା ପାଇଁ ପ୍ରୟାସ କରାଯାଉଛି। ଏହି ଦୌଡ଼ରେ ବି କଂଗ୍ରେସ ଆଉ ପଛରେ ନାହିଁ। ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି କଂଗ୍ରେସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଜଗନ୍ନାଥ ୱାଲ୍ ହ୍ୟାଙ୍ଗିଙ୍ଗ ପ୍ରଦାନ କଲେ ବାନ୍ଧକଳା ଶିଳ୍ପୀ ଦମ୍ପତି

ସମ୍ବଲପୁର: ମୁମ୍ବାଇର ନୀତା-ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ସ୍ବଦେଶ କର୍ମଶାଳାକୁ ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ରବିବାର ପରିଦର୍ଶନ କରିଥିଲେ। ସେଠାରେ ଥିବା ଓଡ଼ିଶାର ଇକତ ମଣ୍ଡପ ପରିଦର୍ଶନ ବେଳେ ବରପାଲିର ଜାତୀୟ ପୁରସ୍କାରପ୍ରାପ୍ତ ବାନ୍ଧକଳା ଶିଳ୍ପୀ…
ଅଧିକ ଖବର ଦେଖନ୍ତୁ...

ତୃତୀୟ-ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ଏହି ଅଞ୍ଚଳରେ ହେବ ମତଦାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…
ଅଧିକ ଖବର ଦେଖନ୍ତୁ...

ବାମରା ରେଳ ଷ୍ଟେସନରେ ୫ ଓ ଗଡ଼ପୋଷରେ ୨ଟି ଟ୍ରେନ୍‌ ରହିବ

ବାମରା: ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ରେଳ ମଣ୍ଡଳର ବାମରା ଷ୍ଟେସନରେ କରୋନା ସମୟରେ ରହଣୀ ଉଚ୍ଛେଦ କରାଯାଇଥିବା ୫ଟି ଟ୍ରେନ୍ ଓ ଗଡ଼ପୋଷ ଷ୍ଟେସନରେ ୨ଟି ଟ୍ରେନର ପୁନଃ ରହଣୀ ପାଇଁ ରେଳ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଧନବାଦ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧ

ସମ୍ବଲପୁର: ସମ୍ବଲପୁର ସଦର ଥାନା ମାନେଶ୍ବର ଅଞ୍ଚଳରେ ୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବୃଦ୍ଧକୁ ଶୁକ୍ରବାର ପୁଲିସ ଗିରଫ କରିଛି। କାଲି ଅପରାହ୍ଣରେ ଯୁବତୀ ଜଣକ ଶୌଚ କରିବା ପାଇଁ ଯାଇଥିଲେ। ସେ ଶୌଚ କରିବା ସମୟରେ ଭୋଇପାଲି ଅଞ୍ଚଳର ସାନିକା ମୁଣ୍ଡା(୫୫) ତାଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର: ସମ୍ବଲପୁରରୁ ଭୁବନେଶ୍ବର ଏୟାରଲିଫ୍ଟ କରାଗଲା

ସମ୍ବଲପୁର/ରେଢ଼ାଖୋଲ: ଗୁରୁବାର ରାତି ପ୍ରାୟ ୧୨ଟା ୩୫ରେ ୫୫ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବେଲଡ଼ିହ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା‌ରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପିଏସ୍‌ଓ ରାଘବ ପ୍ରଧାନଙ୍କ ଗୋଡ଼ରେ ଆଘାତ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ପରେ ସ୍ତ୍ରୀକୁ ଫେରି ପାଇଲେ ସ୍ବାମୀ

ସମ୍ବଲପୁର: ୫ ବର୍ଷ ପରେ ସ୍ତ୍ରୀକୁ ପେରିପାଇଛନ୍ତି ସ୍ବାମୀ। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ୍‌ରେ ଏହି ଦୃଶ୍ୟ ଗୁରୁବାର ଦେଖିବାକୁ ମିଳିଛି। ୨୦୨୩ ମେ’ ମାସରେ ବରଗଡ଼ ରେଳ ଷ୍ଟେସନ୍‌ରୁ କିଛି ସ୍ବେଚ୍ଛାସେବୀ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ମହିଳାଙ୍କ ୨ ଗୋଡ଼ ନଥିଲା। ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ଜଣାଯାଇଛି।  ତାଙ୍କ ପିଏସଓ ବି ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା…
ଅଧିକ ଖବର ଦେଖନ୍ତୁ...

ହୋଲି ପାଇଁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌

ସମ୍ବଲପୁର: ହୋଲି ଉତ୍ସବ ସମୟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ…
ଅଧିକ ଖବର ଦେଖନ୍ତୁ...