ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ବେ ପିଆଜ ଚାଷ ନିରୁତ୍ସାହଜନକ। ପ୍ରୋତ୍ସାହନ ଅଭାବ ସହ ସଂରକ୍ଷଣର ସୁବିଧା ନ ଥିବାରୁ ଚାଷୀ ପିଆଜ ଚାଷଠାରୁ ଦୂରେଇ ଯାଉଥିବା ଜଣାପଡ଼ିଛି। ଫଳରେ ଚାହିଦା ମେଣ୍ଟାଇବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ପିଟିବା ଘଟଣାର ଭିଡିଓ ଭାଇରାଲ୍, ଗିରଫ ଭୟରେ ଗାଁ’ ପୁରୁଷଶୂନ୍ୟ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସୁବଳୟା ଥାନା ତିଲେଇମାଲ ଗାଁ’କୁ ସୋମବାର ଏକ ମାମଲାର ତଦନ୍ତ କରିବାକୁ ଯାଇଥିବା ଏଏସଆଇ ଗୌରହରି ମେହେରଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ତଦନ୍ତକାରୀ ଏଏସଆଇଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

ତଦନ୍ତକାରୀ ପୁଲିସକୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ!

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗ୍ରାମକୁ ସୋମବାର ଏକ ଗଛକଟା ମାମଲାର ତଦନ୍ତରେ ଯାଇଥିବା ସୁବଳୟା ଥାନା ଏଏସ୍‌ଆଇ ଗୌରହରି ମେହେରଙ୍କୁ ଗ୍ରାମବାସୀ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗାଁର ଜଣେ ମହିଳାଙ୍କୁ ଥାନାଧିକାରୀ ଅସଦାଚରଣ କରିଥିବାର…
ଅଧିକ ଖବର ଦେଖନ୍ତୁ...

ଚେରୁପାଲି ବାଉଁଶ ବଣରେ ନିଆଁ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଚେରୁପାଲି ବାଉଁଶ ବଣରେ ନିଆଁ ଲାଗିଥିବା ବ୍ୟାପକ କ୍ଷତି ହୋଇଛି। ଡୁଙ୍ଗୁରିପାଲି ବ୍ଲକ୍‌ ତଥା ବିଭିନ୍ନ ଜିଲ୍ଲାର ଲୋକେ ପରିବାର ସହ ଆସି ଅଙ୍ଗ ନଦୀ କୂଳରେ ଥିବା ଏହି ବାଉଁଶ ବଣରେ ସମୟ ବିତାଇଥାନ୍ତି। ମାତ୍ର ନିଆଁ ଲାଗିବା…
ଅଧିକ ଖବର ଦେଖନ୍ତୁ...

ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଜିଲ୍ଲାପାଳ, କହିଲେ- ସୁବର୍ଣ୍ଣପୁର ହେଉଛି ଜଗନ୍ନାଥ ସଂସ୍କୃତିର ମାଟି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ବିମଳେନ୍ଦୁ ରାୟ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ଦର୍ଶନ କରିଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସେ ଆଜି ପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ଜଗନ୍ନାଥ ମନ୍ଦିର ବ୍ୟତୀତ ମା ବିମଳା,…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଅଡ଼ୁଆ, ସାଧାରଣ ପ୍ରଶାସନ ବିଭାଗକୁ କାର୍ଯ୍ୟାନୁଷ୍ଠାନ ସୁପାରିସ

ସୋନପୁର : ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାକ୍ତନ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଡୁଆ ବଢ଼ିଛି। ପୂର୍ବରୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏକ ଅଡିଟ୍ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ସରକାରଙ୍କୁ ପତ୍ରସଂଖ୍ୟା ୧୫୯୧ (ତାରିଖ ୨୩/୫/୨୦୨୩) ରେ ରାଜସ୍ବ…
ଅଧିକ ଖବର ଦେଖନ୍ତୁ...

ବିମଳେନ୍ଦୁ ରାୟ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ବି‌ମଳେନ୍ଦୁ ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ରାୟ ବର୍ତ୍ତମାନ ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ଗତ ଏପ୍ରିଲ ୬ ତାରିଖରୁ ଏଠାରେ ଜିଲ୍ଲାପାଳ ଥିବା…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ଜମି ଜାଲିଆତି ମାମଲା: ମୁଖ୍ୟ ଅଭିଯୁକ୍ତକୁ ବଲାଙ୍ଗୀରରୁ ଗିରଫ କଲା ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲରେ ଜମି ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଜମି ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ବଲାଙ୍ଗୀରରୁ ଗିରଫ କରିଛି। ସୂଚନାନୁସାରେ ବୀରମହାରାଜପୁର ଥାନା ଯୁଧିଷ୍ଠିରପୁର ଗ୍ରାମର ଜଣେ ଭିନ୍ନକ୍ଷମ…
ଅଧିକ ଖବର ଦେଖନ୍ତୁ...

ଗ୍ରେଡ୍‌ପେ ବୃଦ୍ଧି ଦାବିରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ବିକ୍ଷୋଭ

ସୋନପୁର : ଜିଲ୍ଲାସ୍ତରୀୟ ଅମଲାମାନଙ୍କର ୨୦୧୭ରୁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ହୋଇଛି। ଏଣୁ ସେମାନଙ୍କ ଦରମା ହାର ୧୯୦୦ ଗ୍ରେଡ୍‌ପେରୁ ୪୨୦୦ ଗ୍ରେଡପେ (ଲେଭେଲ–୯)କୁ ବୃଦ୍ଧି କରିବା ପାଇଁ ରାଜ୍ୟ ଅମଲା ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଦାବି ପୂରଣ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ସୁପାରିସ

ସୋନପୁର : ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଠାରେ ସୁପାରିସ ହୋଇଛି। ଏକ ଅଡିଟ୍ ରିପୋର୍ଟକୁ ଭିତ୍ତିକରି ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ପୂର୍ବରୁ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...