ଖତକୁର୍‌ବାହାଲ ହିଂସା: ୧୫ ଗିରଫ

ସୁନ୍ଦରଗଡ଼/କୁତ୍ରା : ଗୋରୁ ବେପାରୀଙ୍କ ଠାରୁ ଦାଦା ବଟି ଆଦାୟକୁ କେନ୍ଦ୍ର କରି କୁତ୍ରା ଥାନା ଅନ୍ତର୍ଗତ ଖତକୁର୍‌ବାହାଲରେ ଶୁକ୍ରବାର ସନ୍ଧ୍ୟାରେ ସଂଘଟିତ ଗୋଷ୍ଠୀ ସଂଘର୍ଷ ଓ ପୋଡ଼ାଜଳା ମାମଲାରେ ପୁଲିସ୍‌ ୧୫ ଜଣ ଗଣ୍ଡଗୋଳକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଚାପା ଉତ୍ତେଜନା ଥିବାରୁ ସେଠାରେ ୪ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ୍‌ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର