କୋରାପୁଟ: ଟ୍ରେନ୍‌ ଆଗକୁ ଡେଇଁ ଗେଟ୍‌ମ୍ୟାନଙ୍କ ଆତ୍ମହତ୍ୟା

ଜୟପୁର: ଖଡପା ଗେଟ ନିକଟରେ ବିଶାଖାପାଟଣା-କୋରାଣ୍ଡୁଲୁ ପସେଞ୍ଜର ଟ୍ରେନ ଆଗକୁ ଡେଇଁ ଗୁରୁବାର ଜଣେ ଗେଟମ୍ୟାନ ଆତ୍ମହତ୍ୟା କରିଛନ୍ତି। ମୃତ ଗେଟମ୍ୟାନ କଟକ ଜିଲ୍ଲା ଆଠଗଡ ଅଞ୍ଚଳର ବିଷ୍ଣୁପ୍ରସାଦ ରଥ(୩୧) ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର