ଆଉ ୧୮ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଆଉ ୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ହରିୟାଣାର ୬ ଜଣ, ମଧ୍ୟ ପ୍ରଦେଶର ୩ ଜଣ ଏବଂ ଉତ୍ତର ପ୍ରଦେଶ ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ହରିୟାଣାର ଅମ୍ବାଲା ଆସନାରୁ କୁମାରୀ ଶୈଲଜା ଏବଂ ରୋହତକ ଆସନରୁ ଦୀପେନ୍ଦ୍ର ସିଂହ ହୁଦା ନିର୍ବାଚନ ଲଢ଼ିବେ।

ସମ୍ବନ୍ଧିତ ଖବର