ଆଫଗାନିସ୍ତାନ ବୋମା ବିସ୍ଫୋରଣରେ ୭ ମୃତ

କାବୁଲ: ଆଫଗାନିସ୍ତାନର ଦକ୍ଷିଣକୁ ଥିବା ହେଲମନ୍ଦ ପ୍ରଦେଶରେ ରାସ୍ତାକଡ଼ରେ ଥିବା ଏକ ବୋମା ବିସ୍ଫୋରଣ ହେବାରୁ ଅତି କମ୍‌ରେ ୭ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଛି। ତେବେ ବୋମାକୁ କୌଣସି ଆତଙ୍କବାଦୀ ସଂଗଠନ ସେଠାରେ ପୋତିଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ସରକାରୀ ଭାବେ କିଛି ସ୍ପଷ୍ଟ ହୋଇନି।

ସମ୍ବନ୍ଧିତ ଖବର