ମାତ୍ର ୧ ଟଙ୍କାରେ ମିଳିବ ଡାଲି-ଲୁଣ-ଚାଉଳ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ମାତ୍ର ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କହିଛନ୍ତି। ଚୌଦ୍ୱାରରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଉପଭୋକ୍ତାଙ୍କୁ ୫ ଶହ ଗ୍ରାମ ଡାଲି, ୫ ଶହ ଗ୍ରାମ ଲୁଣ ଓ ୫ କେଜି ଚାଉଳ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ୩.୨୬ କୋଟି ହିତାଧିକାରୀ ଏହି ଯୋଜନାରୁ ଲାଭ ପାଇବେ।

ସମ୍ବନ୍ଧିତ ଖବର