ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର: ଯାନବାହନ ଚଳାଇବା ସମୟରେ ସଚେତନ ରହନ୍ତୁ। ସୋମ ଓ ମଙ୍ଗଳବାର: ସ୍ଥଗିତ ଥିବା କାମ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତି ପାଇଁ ସୁଯୋଗ ମିଳିବ। ଶନିବାର: ବ୍ୟବସାୟରେ ଫାଇଦା ହେବ।

 

ବୃଷ: ରବିବାର: ମନ ବ୍ୟର୍ଥ ଚିନ୍ତାରୁ ମୁକ୍ତ ହେବ। ସୋମ ଓ ମଙ୍ଗଳବାର: ପୁରୁଣା କାମ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆଶାଠୁ ଅଧିକ ଧନଲାଭ ହେବ। ଶନିବାର: ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।

 


ମିଥୁନ:ରବିବାର: ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ଶନିବାର: ସଉଦାରେ ଯଥେଷ୍ଟ ଫାଇଦା ହେବ।

 


କର୍କଟ: ରବିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ନୂଆ ଦିଶା ମିଳିବ। ବୁଧ ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ମିଳିବ। ଶନିବାର: ଅଫିସ୍‌ କାମ ସଂପୂର୍ଣ୍ଣ ହେବ।

 

ସିଂହ: ରବିବାର: ସ୍ଥିତି ଆପଣଙ୍କ ପକ୍ଷରେ ହେବ। ସୋମ ଓ ମଙ୍ଗଳବାର: କିଛି ଆଶା ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ମାମଲା ପାଇଁ ସମୟ ଭଲ। ଶନିବାର: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ।

 

କନ୍ୟା: ରବିବାର: ସ୍ଥିତି ଆପଣଙ୍କ ପକ୍ଷରେ ହେବ। ସୋମ ଓ ମଙ୍ଗଳବାର: କିଛି ଆଶା ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ମାମଲା ପାଇଁ ସମୟ ଭଲ। ଶନିବାର: ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ।

 

 

ତୁଳା: ରବିବାର: ଚାକିରିରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ଲାଭର ସ୍ଥିତି ହ୍ରାସ ହୋଇପାରେ। ବୁଧ, ଗୁରୁ ଓ ଶୁକ୍ରବାର: କିଛି ନୂଆ ଶିକ୍ଷା ଲାଭ କରିବେ। ଶନିବାର: ଧନଲାଭର ନୂଆ ସୁଯୋଗ ମିଳିବ।

 

 

ବିଛା: ରବିବାର: ଆୟର ନୂଆ ସ୍ରୋତ ମିଳିପାରେ। ସୋମ ଓ ମଙ୍ଗଳବାର: ବିବାଦରୁ ଆରାମ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। ଶନିବାର: ଅଚାନକ ଧନଲାଭ ହେବ।

 

ଧନୁ: ରବିବାର: ପରିଶ୍ରମର ଫଳ ଦ୍ଵିଗୁଣା ମିଳିବ। ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ଧନ ବୃଦ୍ଧି ହେବ। ଶନିବାର: ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ।

 

ମକର:ରବିବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ସୋମ ଓ ମଙ୍ଗଳବାର: କୌଣସି କାମରୁ ବଡ଼ ଫାଇଦା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

 

କୁମ୍ଭ:ରବିବାର: ବ୍ୟବସାୟୀଙ୍କ ପାଇଁ ଦିନଟି ଲଭପ୍ରଦ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସାବଧାନ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

 


ମୀନ:ରବିବାର: ବ୍ୟବସାୟରେ ଭଲ ଫାଇଦା ହେବ। ସୋମ ଓ ମଙ୍ଗଳବାର: ସାମାଜିକ ମେଳମିଳାପ ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: କାମକୁ ନେଇ ବ୍ୟସ୍ତତା ବଢ଼ିବ। ଶନିବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି।

ସମ୍ବନ୍ଧିତ ଖବର