ଫୋନ୍‌ ଇଣ୍ଟର୍‌ନାଲ୍‌ ମେମୋରି ଫୁଲ୍‌ ହୋଇ ଯାଇଛି କି? କିଛି ଡିଲିଟ୍‌ ନ କରି ଏମିତି ବଢ଼ାନ୍ତୁ ସ୍ପେସ୍‌

ଯେଉଁ ସ୍ମାର୍ଟ୍‌ଫୋନ୍‌ ବ୍ୟବହାରକାରୀଙ୍କ ଫୋନ୍‌ରେ ଇଣ୍ଟର୍‌ନାଲ୍‌ ମେମୋରି କମ୍‌ ହୋଇଯାଏ ସେମାନେ ପ୍ରାୟତଃ ନୂଆ ଆପ୍ସ୍‍ ଇନ୍‌ଷ୍ଟଲ୍‌ କରିପାରନ୍ତି ନାହିଁ। ସାଧାରଣତଃ, ଅନ୍ୟ କିଛି ଜିନିଷ ଡିଲିଟ୍‌ କରିବା ପରେ ଯାଇ ବ୍ୟବହାରକାରୀ ଫୋନ୍‌ରେ କିଛି ସ୍ପେସ୍‌ ବଢ଼ାଇ ପାରନ୍ତି। କିନ୍ତୁ ବର୍ତ୍ତମାନ ଇଣ୍ଟର୍‌ନାଲ୍‌ ମେମୋରି ଓ ଆପ୍ସ୍‍ଗୁଡ଼ିକୁ SD କାର୍ଡକୁ ଟ୍ରାନ୍‌ସ୍‌ଫର୍‌ କରିପାରିବେ। ଏ କାର୍ଯ୍ୟକୁ କିଛି ଫ୍ରି’ ଆଣ୍ଡ୍ରଏଡ୍‌ ଆପ୍ସ୍‍ ସହଜରେ କରାଇ ଦିଅନ୍ତି। ଜାଣନ୍ତୁ, ଏମିତି କେତେକ ସରଳ ଉପାୟ….

ସମ୍ବନ୍ଧିତ ଖବର