ଲୋକାୟୁକ୍ତ ପାଇଁ ୭ ଜଣିଆ ସବ କମିଟି ଗଠିତ

ଭୁବନେଶ୍ୱର: ଲୋକାୟୁକ୍ତ ଗଠନ ପାଇଁ ସୋମବାର ୭ ଜଣିଆ ସବ କମିଟି ଗଠିତ ହୋଇଛି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସଂଜୀବ ହୋତା, ଗୋପାଳ ନନ୍ଦ, ଡ. ଆର.ଏନ୍‌ ବହିଦାର, ଡ. ବିଧିଭୂଷଣ ସାମଲ, ପ୍ରଫେସର ସ୍ନିଗ୍‌ଧା ପଟ୍ଟନାୟକ ଓ ଡ. ଭିଆର ରାମକେଳା ସ୍ଥାନ ପାଇଛନ୍ତି। ମାସକ ମଧ୍ୟରେ ଲୋକାୟୁକ୍ତଙ୍କ ନାଁ ଚୟନ କମିଟିକୁ ପଠାଇବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର