ରାଉରକେଲା: ମାଲଗାଡ଼ି ଲାଇନଚ୍ୟୁତ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ

ରାଉରକେଲା: ଓଡ଼ିିଶା -ଝାଡ଼ଖଣ୍ଡ ସୀମାନ୍ତ ପରବତନିଆ ଷ୍ଟେସନ ନିକଟରେ ଏକ ମାଲଗାଡ଼ି ଲାଇନ୍‌ଚ୍ୟୁତ ହୋଇଛିି। ଏଥିପାଇଁ ଏହି ରାସ୍ତାରେ ଚଳାଚଳ କରୁଥିବା  ଗରିବ ରଥ, ତପସ୍ୱିନୀ ଏକ୍ସପ୍ରେସ  ଓ ଅନ୍ୟ ବହୁ ଟ୍ରେନ୍‌ ପ୍ରଭାବିତ ହୋଇଛି। ଟ୍ରେନ୍‌ଗୁଡ଼ିକ ପ୍ରାୟ ୨/୩ ଘଣ୍ଟା ବିଳମ୍ବରେ ଚାଲୁଛନ୍ତି। ରେଳବାଇ ପକ୍ଷରୁ  ଲାଇନ୍‌ଚ୍ୟୁତ ହୋଇଥିବା ମାଲଗାଡ଼ିର ବଗିକୁ  ଲାଇନ୍‌ ଉପରକୁ ୍ରଆଣିବା ପାଇର୍ଁ ଉଦ୍ୟମ କରାଯାଉଛିି।

ସମ୍ବନ୍ଧିତ ଖବର