ପ୍ରକାଶ ଥାଉକି, ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମର ଆଦିକନ୍ଦ ନାୟକ ଓ ବାସନ୍ତୀଙ୍କ ପୁଅ ହେଉଛନ୍ତି ଅବିନାଶ। ଯୁକ୍ତ ଦୁଇ ଶିକ୍ଷା ସମାପ୍ତ ପରେ ଇଲୋକ୍ଟ୍ରନିକ୍ସ ଓ ଟେଲିକମ୍ୟୁନିସନ୍ରେ ବିଟେକ୍ ସାରି ସେ ହାଇଦ୍ରବାଦ ସ୍ଥିତ ଇନ୍ଫୋସିସ୍ରେ ସଫ୍ଟେୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ପେସାରେ ଅବିନାଶ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ସତ୍ତ୍ବେ ରୋଷଇ ତାଙ୍କର ନିଶା ପାଲଟି ଯାଇଛି ।