୩ଟି ଜିଲ୍ଲା ଦୌରାଜଜ ପଦକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

0 226

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୩ଟି ଜିଲ୍ଲା ଦୌରାଜଜ ପଦକୁ ମଞ୍ଜୁରୀ ଦେଇଛନ୍ତି। ସେହିଭଳି ନବୀନ ଜଗତସିଂହପୁର, ଝାରସୁଗୁଡ଼ା ଓ ଦେବଗଡ଼ରେ ପରିବାର ଅଦାଳତ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ୩ଟି କୋର୍ଟ ପାଇଁ ୩୩ଟି ଅନ୍ୟାନ୍ୟ ପଦକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୩ଟି ପରିବାର ଅଦାଲତ ପାଇଁ ସମୁଦାୟ ୩୬ଟି ପଦ ସୃଷ୍ଟି କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.