Latest Posts
ରାଜ୍ୟ
ଓଡ଼ିଶାରେ ଚିହ୍ନଟ ହୋଇନାହାନ୍ତି ମଙ୍କିପକ୍ସ ଆକ୍ରାନ୍ତ
ଓଡ଼ିଶାରେ ମଙ୍କିପକ୍ସ ରୋଗରେ ବର୍ତ୍ତମାନସୁଦ୍ଧା କୌଣସି ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ଦେଶରେ ଚିହ୍ନଟ ହୋଇଥିବା ୩ଟି ମାମଲାରୁ କେରଳ ଓ ଦିଲ୍ଲୀରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଚେନ୍ନାଇ ଟେଷ୍ଟ: ତୃତୀୟ ଦିନରେ ବାଂଲାଦେଶ ସ୍ଥିତି ସଙ୍କଟରେ...
ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏକ ବଡ଼ ବିଜୟ ପାଇଁ ଭାରତୀୟ ଦଳ ଆଶାବାଦୀ ରହିଛି। ୨୮୭ ରନ୍ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ବାଂଲାଦେଶ ପାଇଁ ୫୧୫ ରନ୍ର ଲକ୍ଷ୍ୟ ରହିଛି। ଦଳ ୪ ୱିକେଟ୍ ହରାଇ ତୃତୀୟ ଦିନ ଶେଷ ସୁଦ୍ଧା ୧୫୮ ରନ୍ ସ୍କୋର କରିଛି....
ରାଜନୀତି
ଦୁଷ୍ୟନ୍ତଙ୍କ ଭବିଷ୍ୟବାଣୀ: ଏଥର ତ୍ରିଶଙ୍କୁ ବିଧାନସଭା...
ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ବିଷୟରେ ଏକ ପୂର୍ବାନୁମାନ କରିଛନ୍ତି। ଏହା ସହିତ ସେ ନିଜ ପାର୍ଟି ଜେଜେପି ବିଷୟରେ ମଧ୍ୟ କହିଛନ୍ତି। ଜେଜେପି ଆଜାଦ ସମାଜ ପାର୍ଟି ସହିତ ମିଳିତ ଭାବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି...
ଅପରାଧ
‘ସୁଭଦ୍ରା’ କାମ କଲେ ବୋଲି: କଙ୍ଗାରୁ କୋର୍ଟରେ ଦଣ୍ଡ
ସୁଭଦ୍ରା ଯୋଜନାର କାମ କରିବାକୁ ବାରଣ କରାଯାଇଥିଲା। ମାତ୍ର ଏହାକୁ ନ ମାନିବାରୁ କଙ୍ଗାରୁ କୋର୍ଟ ବସାଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି କେତେକ ଗ୍ରାମବାସୀ।
ମନୋରଞ୍ଜନ
ଲଭ୍ ଆଣ୍ଡ ୱାର ପରେ ରୋମାନ୍ସ କରିବେ ଆଲିଆ...
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ହିଟ୍ ବୋଲି ପ୍ରମାଣିତ ହେଉଛି। ସେ ଖୁବ୍ ଶୀଘ୍ର ଜିଗ୍ରା ଫିଲ୍ମରେ ନଜର ଆସିବେ। ତାଙ୍କୁ ଏକ ପ୍ରେମ କାହାଣୀରେ ଦେଖିବାକୁ ମିଳିବ ବୋଲି ଖବର ସାମ୍ନାକୁ ଆସିଛି...