Latest Posts
ରାଜ୍ୟ
ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିସନ୍
ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ରାଜ୍ୟ ମହିଳା କମିସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ଆଜିଠୁ: ଦଳରେ ନଟରାଜଙ୍କ ସହ ୪ ଓଡ଼ିଆ
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ର ତୃତୀୟ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହେବ। ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଥିବା ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ ଶୁକ୍ରବାର ହରଭଜନ ସିଂହଙ୍କ ନେତୃତ୍ବାଧୀନ ତଥା ଗତଥରର ବିଜେତା ମଣିପାଲ ଟାଇଗର୍ସ ବିପକ୍ଷରୁ ଅଭିଯାନ ଆରମ୍ଭ।
ରାଜନୀତି
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ: ୧୦୦ ଦିନର ହିସାବ ଦେଲେ ମୋହନ ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି....
ଅପରାଧ
ଜନ୍ମଦିନ ପାର୍ଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ
ଦିଲ୍ଲୀର ରାଜଘାଟ ନିକଟରେ ଦୁର୍ଘଟଣା ଘଟି ଜଣେ ୧୯ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ୟୁନିଭରସିଟିର ନାବଳକ ଛାତ୍ର ଜଣକ ନିଜ ଜନ୍ମଦିନ ପାର୍ଟି ସାରିବା ପରେ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଗୁରୁଗ୍ରାମରୁ ଘରକୁ ଫେରୁଥିବା ବେଳେ ଗାଡ଼ିଟି ଯାଇ ଏକ ଗାର୍ଡରେଲ୍ ଭିତରେ ପଶି ଯାଇଥିଲା।
ମନୋରଞ୍ଜନ
ଦି ଫ୍ୟାମିଲି ମ୍ୟାନ ସିଜିନ ୩ରେ ନଜର ଆସିପାରନ୍ତି ଏହି ଲୋକପ୍ରିୟ ଅଭିନେତା
ସଫଳ ଓଟିଟି ୱେବ୍ ସିରିଜ୍ ମଧ୍ୟରୁ 'ଦି ଫ୍ୟାମିଲି ମ୍ୟାନ୍'ର ନାଁ ରହିଛି | ଆଉ ଏବେ ଏହାର ତୃତୀୟ ସିଜିନ ଆସିବାକୁ ଯାଉଛି | ଏପରି ପରିସ୍ଥିତିରେ, ଆପଣଙ୍କ ଉତ୍କଣ୍ଠା ବଢାଇବାକୁ, ନିର୍ମାତାମାନେ ଏହି ସିରିଜରେ ଜଣେ ନୂତନ ତାରକା ଅନ୍ତର୍ଭୁକ୍ତ କରିଛନ୍ତି |