Advertisment
Latest Posts
Advertisment
ଜିଲ୍ଲା
ଶରଧାବାଲିରେ ବୁଲିଲା ଖଣ୍ଡା
ଦିନ ଦ୍ବିପହରରେ ଶରଧାବାଲିରେ ଖଣ୍ଡା ବୁଲିଛି। ୩ ଫୁଟିଆ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି। । ଖଜା ଦୋକାନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାଗରେ ଦୁର୍ବୃତ୍ତ ଖଣ୍ଡା ଚୋଟରେ ଦୁଇ ଝୁଡ଼ି ଖଜାକୁ ହାଣି ପକାଇଛନ୍ତି ....
Gallery
ବାଣିଜ୍ୟ
୫୦% ଶୁଳ୍କ ମୁକାବିଲା ପାଇଁ ରଣନୀତି: ୪୦ଟି ଦେଶକୁ ରପ୍ତାନି ବଢ଼ିବ
ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ବୁଧବାରଠାରୁ ଲାଗୁ ହୋଇଛି। ଫଳରେ ରପ୍ତାନିକାରୀମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। କିନ୍ତୁ ଏହି କଡ଼ା ଆହ୍ବାନର ମୁକାବିଲା କରିବାକୁ ଭାରତ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।
ଅପରାଧ
ବାପାଙ୍କ ତଣ୍ଟିରେ ଚଢ଼ି ହତ୍ୟା ଉଦ୍ୟମ: ବନ୍ଧାହେଲେ ଯୁବ ନେତା
ବାପାଙ୍କ ତଣ୍ଟିରେ ଚଢ଼ିଯାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଆଜି ପାହାଳ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ସେ ହେଲା ସ୍ଥାନୀୟ ହରିଦାସପୁରର ମିର୍ଜା ଅତହାର୍ ବେଗ୍ଙ୍କ ସାନପୁଅ ମିର୍ଜା ଇସ୍ଲାମ୍ ବେଗ୍(୨୯)।
ମନୋରଞ୍ଜନ
ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏକାଠି ପୂଜା କଲେ ଗୋବିନ୍ଦା-ସୁନୀତା
ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏକାଠି ପୂଜା କଲେ ଗୋବିନ୍ଦା-ସୁନୀତା। ଭାଇରାଲ ହେଲା ଫଟୋ। କିଛି ଦିନ ତଳେ ଖବର ଆସିଥିଲା ଯେ, ସୁନୀତା ଆହୁଜା ଗୋବିନ୍ଦାଙ୍କ ଉପରେ ଧୋକା ଦେଇଥିବା ଅଭିଯୋଗ ଆଣି ଛାଡପତ୍ର ପାଇଁ ଆବେଦନ କରିଛନ୍ତି।
ପୁନଶ୍ଚ ପୃଥିବୀ
ଜଳବାୟୁ ପରିବର୍ତ୍ତନ: ତୀବ୍ର ହେଉଛି ମୌସୁମୀ ବିପର୍ଯ୍ୟୟ
ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏବେ ଭାରତ, ଚୀନ୍ ଓ ପାକିସ୍ତାନରେ ଦେଖିବାକୁ ମିଳିଛି। ମାତ୍ରାଧିକ ବର୍ଷା ଓ ଏହାର ତୀବ୍ରତା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି।