Advertisment
Latest Posts
Advertisment
ଜିଲ୍ଲା
ଅନ୍ତଜିଲ୍ଲା ଡକାୟତ-ଛିନ୍ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ
୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....
Gallery
ହାତୀ ମାଗୁଛି ହକ୍
ଓଡ଼ିଶା ଏକଦା ହାତୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବିକାଶ ପାଇଁ ଦ୍ରୁତ ଶିଳ୍ପାୟନ, ବେଧଡ଼କ ଜଙ୍ଗଲ କାଟିବା ଏବଂ ମାନବ ବସତି ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା ହ୍ରାସ ପାଇବାରେ ଲାଗିଛି...
ବାଣିଜ୍ୟ
ପର୍ଯ୍ୟଟନ ବିକାଶ ପାଇଁ ୩ଟି ଏମ୍ଓୟୁ
ରାଜ୍ୟରେ ପର୍ଯ୍ୟଟaନର ବିକାଶ ପାଇଁ ଆଜି ଲୋକସେବା ଭବନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବ....
ଅପରାଧ
ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ହିନ୍ଦୁମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ : ରିପୋର୍ଟ ପ୍ରକାଶ କଲା ପାକିସ୍ତାନ ମାନବାଧିକାର ସଂଗଠନ
ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ବାଲ୍ୟ ବିବାହ ବ୍ୟତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଚିନ୍ତାଜନକ ଭାବେ ହିଂସା ବୃଦ୍ଧି ପାଇଛି। ଏନେଇ ପାକିସ୍ତାନର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ବା ଏଚ୍ଆର୍ସିପି ରିପୋର୍ଟ ପ୍ରକାଶ କରିଛି।
ମନୋରଞ୍ଜନ
ଅଭିନେତା ବରୁଣଙ୍କ ହାତ ଧରିଲେ ଗୋପୀ ବୋହୂ
ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଧାରାବାହିକ 'ସାଥ୍ ନିଭାନା ସାଥିୟା' ଅଭିନେତ୍ରୀ ଜିୟା ମାନେକ। ଧୁମଧାମରେ ବିବାହ କରିବା ପରିବର୍ତ୍ତେ ସେ ନିଜ ପରିବାରବର୍ଗଙ୍କ ଗହଣରେ ବିବାହ କରିଥିବା ଜଣାଯାଇଛି।
ପୁନଶ୍ଚ ପୃଥିବୀ
୨୦୦୦ ତାଳମଞ୍ଜି ପୋତିଲେଣି ଡ.ପାଣ୍ଡବ ପାତ୍ର
ବହୁରାଷ୍ଟ୍ରୀୟ ପେଟ୍ରୋଲିୟମ କମ୍ପାନି ‘ସ୍କ୍ଲମ୍ବର୍ଜର’ର ଉଚ୍ଚ ପଦାଧିକାରୀ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ରେ କାର୍ଯ୍ୟରତ ଥିଲେ। ମୋଟା ଅଙ୍କର ବାର୍ଷିକ ପ୍ୟାକେଜ୍ ଥିଲା। କିନ୍ତୁ ମାଟି ମନସ୍କ କାରଣରୁ ବିଦେଶରେ ବେଶି ଦିନ ତିଷ୍ଠି ପାରିଲେ ନାହିଁ।