Advertisment
Latest Posts
Advertisment
ଜିଲ୍ଲା
ଭଦ୍ରକ ବାଇପାସ୍ ଛକରେ ଜବର ଦଖଲ ଉଚ୍ଛେଦ
ଭଦ୍ରକର ବାଇପାସ୍ ଛକରେ ଗୁରୁବାର ଦ୍ୱିତୀୟ ଦିନରେ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ଆରମ୍ଭ କରାଯାଇଥିବା ବେଳେ ଭଦ୍ରକର ଚାନ୍ଦବାଲି ରୋଡ଼ ଵାଇପାସ ଛକ ଠାରୁ ସରକାର ନଗର ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି ...
Gallery
ଗଛଭାଙ୍ଗି ରାସ୍ତା ଅବରୋଧ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା
ବାଣିଜ୍ୟ
ଯୁବପିଢିଙ୍କୁ ଘାରିଛି ଆଇଫୋନ୍-୧୭ ନିଶା: ରାତି ଅଧରୁ ମଲ୍ ଆଗରେ ଲମ୍ବା ଲାଇନ୍… କିମିଆ କରିଛି କମଳା ରଙ୍ଗ
ସରିଲା ଅପେକ୍ଷା, ଲଞ୍ଚ ହେଲା ଆଇଫୋନ୍-୧୭ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଯେତେବେଳେ ଆଇଫୋନ୍-୧୭ ଲଞ୍ଚ ହୋଇଛି ସେତେବେଳେ ଭାରତରେ ଦେଖିବାକୁ ମିଳିଛି ଉତ୍ସାହ... ଆଇଫୋନ୍-୧୭ ନେବାକୁ ୬ ମାସ ହେଲା ଲୋକେ ଅପେକ୍ଷା କରିଥିଲେ...
ଅପରାଧ
ରୁମ୍ମେଟ୍ ସହ ସାମାନ୍ୟ ଝଗଡ଼ାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଗୁଳି କରି ହତ୍ୟା କଲା ପୁଲିସ୍
ତେଲେଙ୍ଗାନାର ମହବୁବନଗର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ତାଙ୍କ ରୁମମେଟଙ୍କ ସହ ହୋଇଥିବା ଝଗଡ଼ା ପରେ ଆମେରିକା ପୁଲିସ୍ ଗୁଳି କରି ହତ୍ୟା କରିଛି ବୋଲି ତାଙ୍କ ପରିବାର ଲୋକ ଗୁରୁବାର ଅଭିଯୋଗ ଆଣିଛନ୍ତି।
ମନୋରଞ୍ଜନ
ଚିକିତ୍ସାଧୀନ ଅବସ୍ଥାରେ ହାସ୍ୟାଭିନେତାଙ୍କ ପରଲୋକ
ରୋବୋ ଶଙ୍କରଙ୍କ ଆକସ୍ମିକ ମୃତ୍ୟୁରେ ସମଗ୍ର ତାମିଲ ଶିଳ୍ପ ମର୍ମାହତ ହୋଇପଡ଼ିଛି। ଅଭିନେତାଙ୍କ ପାକସ୍ଥଳୀରେ ରକ୍ତସ୍ରାବ ଏବଂ ମଲଟି ଅରଗାନ୍ ଫେଲୁଅର କାରଣରୁ ମୃତ୍ୟୁ ହୋଇଥିବା ମେଡିକାଲ୍ ବୁଲେଟିନ୍ ସୂତ୍ରରୁ ପ୍ରକାଶ।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।