Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ବାଣିଜ୍ୟ
ବାଗ୍ଚୀ ନେଉଥିଲେ ୧ ଟଙ୍କା ଦରମା: ଓଡ଼ିଶା ସରକାରଙ୍କ ପାଇଁ ୮ ବର୍ଷ କାମ କରିଥିଲେ
ସୂଚନା ପ୍ରଯୁକ୍ତି କମ୍ପାନି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ସୁବ୍ରତ ବାଗ୍ଚୀ ଓଡ଼ିଶା ସରକାରଙ୍କ ପାଇଁ ମୁଖ୍ୟ ଉପଦେଷ୍ଟା ( ସଂସ୍ଥାଗତ ଓ ଦକ୍ଷତା ଗଠନ) ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ଷକୁ ମାତ୍ର ୧ ଟଙ୍କାର ଦରମା ନେଉଥିଲେ।
ଅପରାଧ
ପୁଲିସ ପାଇଁ ବଢୁଛି ଚ୍ୟାଲେଞ୍ଜ: ଶକ୍ତି ସାଉଁଟିଲା ଡି-ଗ୍ୟାଙ୍ଗ୍!
କଟକ ସହରରେ ନିଜର ପୂର୍ବ ପତିଆରା ଫେରି ପାଇବା ପାଇଁ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଗ୍ୟାଙ୍ଗ୍ ସହିତ ହାତ ମିଳାଇଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍। ସକିଲ୍ ଗ୍ୟାଙ୍ଗରୁ ଦୂରେଇ ଯାଇଥିବା ତାର ଖାସ୍ ସହଯୋଗୀ, ଦୁର୍ଦ୍ଦାନ୍ତ ଅପରାଧୀ ଅବଦୁଲ କାଦିର ମଧ୍ୟ ସକିଲ୍ ସହିତ ହାତ ମିଶାଇଛି।
ମନୋରଞ୍ଜନ
ଜନ୍ ସିନେମାରୁ ଦୂରେଇ ରହିବା ଭଲ: ବିବେକ ଅଗ୍ନିହୋତ୍ରୀ
କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।
ପୁନଶ୍ଚ ପୃଥିବୀ
ଗଛ ବଞ୍ଚାଇବା ଅଭିଯାନ ଆରମ୍ଭ ହେଉ: ଗୌତମବୁଦ୍ଧ
ହିମାଳୟର ବରଫ ତରଳୁଛି। ପାଣିପାଗର ସ୍ଥିରତା ନାହିଁ। ଆମ ଦ୍ବାରା ହେଉଥିବା ପରିବେଶ ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଯେଉଁଥିପାଇଁ ପ୍ରକୃତି ପ୍ରତିଶୋଧ ନେବା ଆରମ୍ଭ କରିଛି।