Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
ବାଣିଜ୍ୟ
ରାଜ୍ୟରେ ପ୍ରଥମ: ଓସିପିଏଲ୍କୁ ମିଳିଲା ବାଣିଜ୍ୟଭିତ୍ତିକ କୋଇଲା ଖଣି
କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା କୋଲ୍ ଏଣ୍ଡ ପାୱାର୍ ଲିମିଟେଡ୍(ଓସିପିଏଲ୍)କୁ ବାଣିଜ୍ୟ ଭିତ୍ତିକ ଟାଙ୍ଗିରିଡିହି ନର୍ଥ କୋଲ୍ ବ୍ଲକ୍ ପ୍ରଦାନ କରାଯାଇଛି। କୋଇଲା ମନ୍ତ୍ରଣାଳୟର ଦ୍ବାଦଶ ପର୍ଯ୍ୟାୟ ନିଲାମ ପ୍ରକ୍ରିୟାରେ ଓସିପିଏଲ୍ ଏହି ଖଣି ହାସଲ କରିଛି।
ଅପରାଧ
ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ: ପ୍ରେମୀଯୁଗଳ ଅଟକ
ଭୁବନେଶ୍ବର ବିମାନବନ୍ଦରରୁ କଷ୍ଟମ୍ ଅଧିକାରୀମାନେ ପୁଣି ୪ କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍ସ ମାରିଜୁଆନା ଜବତ କରିଛନ୍ତି। ଶନିବାର ବ୍ୟାଙ୍କକ୍ରୁ ଭୁବନେଶ୍ବର ଆସିଥିବା ପ୍ରେମୀଯୁଗଳଙ୍କଠାରୁ ଏହା ଜବତ ହୋଇଛି।
ମନୋରଞ୍ଜନ
ଅଟକିଛି ଅଶୀ
ବିଗତ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଓଡ଼ିଆ ସିନେମା ମୁକ୍ତିର ସ୍ବାଦ ଚାଖି ପାରିନାହିଁ। ବହୁ ସିନେମା ବିଭିନ୍ନ କାରଣରୁ ଅଧାରେ ଅଟକିଯାଇଛି। କାହାର ଅଧାରୁ ଅଧିକ ସୁଟିଂ ସରିଛି ତ ପୁଣି କାହାର ଡ୍ରାମା ଭାଗର ସୁଟିଂ ପରେ କେବଳ ଗୀତର ଦୃଶ୍ୟାୟନ ବାକିଅଛି।
ପୁନଶ୍ଚ ପୃଥିବୀ
ପ୍ରକୃତି ମା’ର ଋଣ ଶୁଝିବାର ସମୟ ଆସିଛି: ରବୀନ୍ଦ୍ର
ଯାଜପୁର ଜିଲ୍ଲା ବିଂଝାପୁର ନିର୍ବାଚନମଣ୍ଡଳୀ ସିଂହପୁରଠାରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ....