ହାଇଦ୍ରାବାଦ୍: ଆମେରିକାର କାନ୍ସାସ୍ ସହରରେ ଗତ ୬ ତାରିଖରେ ହତ୍ୟାର ଶିକାର ହୋଇଥିବା ଜଣେ ଭାରତୀୟ ଛାତ୍ର ଶରଥ କୋପ୍ପୁଙ୍କ ହତ୍ୟାକାରୀକୁ ପୁଲିସ ଗୁଳି କରି ହତ୍ୟା କରିଛି। ହାଇଦ୍ରାବାଦ୍ର ଶରଥ ମିସୌରୀ ବିଶ୍ୱବିଦ୍ୟାଳୟରେ ଏମ୍ଏସ୍ ଛାତ୍ର ଥିଲେ। ସେ ପାର୍ଟ ଟାଇମ୍ ଜବ୍ ମଧ୍ୟ କରୁଥିଲେ।

ପୂର୍ବବର୍ତ୍ତୀ ଖବର
ବାଲି ମାଫିଆଙ୍କ କବ୍ଜାରେ ତିନି ନଦୀ : କୁଆଖାଇ, କୁଶଭଦ୍ରା ଓ ଦୟାରୁ ଦୈନିକ ୫ହଜାର ଟ୍ରିପ୍ ବାଲି ଚୋରା ଚାଲାଣ
ପରବର୍ତ୍ତୀ ଖବର