ବିଷାକ୍ତ ସାପ ଉଦ୍ଧାର

କେନ୍ଦ୍ରାପଡ଼ା, :କେନ୍ଦ୍ରାପଡ଼ା ବ୍ଲକ ଅର୍ନ୍ତଗତ ବାଲିଆ ଗ୍ରାମର ମହାନ୍ତି ସାହି ଦାମୋଧର ପ୍ରସାଦ ମହାନ୍ତିଙ୍କ ଘରୁ ବଗଡା ସ୍ଥିତ ସ୍ନେକ ହେଲ୍‌ପ୍ ଲାଇନର ସଦସ୍ୟ ପ୍ରଫୁଲ୍ଲ ସ୍ବାଇଁ ୪ଟି ବିଷାକ୍ତ ନାଗ ସାପ ଉଦ୍ଧାର କରିଛନ୍ତି। ଟିଣ ଘରେ ଏହି ବିଷାକ୍ତ ସାପକୁ ଦେଖି ଘର ଲୋକ ସ୍ନେକ୍ ହେଲପ ଲାଇନକୁ ଖବର ଦେଇଥିଲେ । ଉଦ୍ଧାର ସାପଗୁଡ଼ିକୁ ନିକଟସ୍ଥ ଜଙ୍ଗଲର ନିରାପଦ ସ୍ଥାନରେ ଛାଡି ଦିଆଯାଇଛି ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର