ହରିଣ ଶିକାର କରି ତିନ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଇକସାହିସ୍ଥିତ ସାତକୋଶିଆରୁ ୩ଜଣ ହରିଣ ଶିକାରଙ୍କୁ ବୁଧବାର ବନବିଭାଗ ଟିକରପଡ଼ା କମ୍ପାଟମେଣ୍ଟ ୧ରୁ ଗିରଫ କରିଛି। ଗିରଫ ଶିକାରୀଙ୍କ ନାମ ଶରତ ପ୍ରଧାନ (୩୦), ଜୁମର ଭୋଇ (୪୦) ଓ ସାମଲ ଜାହ୍ନି ବୋଲି ଜଣାପଡ଼ିଛି। ଏମାନଙ୍କଠାରୁ ବନବିଭାଗ ଗୋଟିଏ ହରିଣ ମୁଣ୍ଡ, ତିନି କେଜି ଜେଆଇ ତାର ଓ ଟାଙ୍ଗିଆ ଜବତ କରିଛି।

ସମ୍ବନ୍ଧିତ ଖବର