ଇମାମି ନବରତ୍ନର ପ୍ରଚାର କରିବେ ବରୁଣ

କୋଲକାତା: ଇମାମି ନବରତ୍ନ ତୈଳ ତରଫରୁ ବଲିଉଡ୍ ଅଭିନେତା ବରୁଣ ଧାୱନଙ୍କୁ ବ୍ରାଣ୍ଡ୍ ପ୍ରଚାରକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ନବରତ୍ନ କୁଲ୍‌ କୁଲ୍ ବିଜ୍ଞାପନରେ ଦେଖିବାକୁ ମିଳିବ। ବରୁଣଙ୍କ ଲୋକପ୍ରିୟତା ବଳରେ କଂପାନିର ଉତ୍ପାଦ ଅନେକ ବର୍ଗର ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ ବୋଲି ଇମାମିର ନିର୍ଦେଶକ ହର୍ଷ ଭି ଅଗ୍ରୱାଲ୍ କହିଛନ୍ତି।

ସମ୍ବନ୍ଧିତ ଖବର