ଆଇଡିଆର କ୍ୟାସ୍‌ବ୍ୟାକ୍‌ ଅଫର୍‌

ଭୁବନେଶ୍ୱର, ଆଇଡିଆ ସେଲ୍ୟୁଲାର ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ କ୍ୟାସ୍‌ବ୍ୟାକ୍‌ ଅଫର୍‌ ଘୋଷଣା କରାଯାଇଛି। ନୂଆ ଆଇଭୁମି ଆଇ୧ ଏବଂ ଆଇ୧ଏସ୍‌ ଫୋନ୍‌ କିଣୁଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ। ନୂଆ ୪ଜି ସ୍ମାର୍ଟଫୋନ୍‌ ଦ୍ୱୟର ମୂଲ୍ୟ ଯଥାକ୍ରମେ ୫୯୯୯ ଏବଂ ୭୪୯୯ ଟଙ୍କା ରହିଛି। ଆଇଡିଆ ଗ୍ରାହକମାନେ କିନ୍ତୁ ଏହି ଫୋନ୍‌କୁ ଯଥାକ୍ରମେ ୨ ବର୍ଷର ଅବଧି ମଧ୍ୟରେ ପ୍ରଭାବୀ ୪୪୯୯ ଏବଂ ୫୯୯୯ ଟଙ୍କାରେ କିଣିବା ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର