ନେଟ୍‌ଫ୍ଲିକ୍ସ ଆଣିଲା ୧୧୯ ଟଙ୍କିଆ ପ୍ଲାନ୍

ନୂଆଦିଲ୍ଲୀ: ନେଟ୍‌ଫ୍ଲିକ୍ସ ପକ୍ଷରୁ ଭାରତର ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟର ୧୯୯ ଟଙ୍କିଆ ମାସିକିଆ ପ୍ଲାନ୍ ଘୋଷଣା କରାଯାଇଛି। ଏହି ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସର ବିଭିନ୍ନ ସୋ’କୁ କେବଳ ମୋବାଇଲ୍‌ ଓ ଟାବଲେଟ୍‌ ଜରିଆରେ ଦେଖିହେବ।

ସମ୍ବନ୍ଧିତ ଖବର