ଷ୍ଟେଟ୍‌ ବ୍ୟାଙ୍କର ନୂଆ ମହାପ୍ରବନ୍ଧକ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳର ନୂଆ ମହାପ୍ରବନ୍ଧକ ଭାବେ ଦେବୀ ଶଙ୍କର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ର ୧୯୮୫ରେ ବ୍ୟାଙ୍କର ପିଓ ଭାବେ ଚାକିରିରେ ଯୋଗ ଦେଇଥିଲେ। ଦୀର୍ଘ ୩୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ପଦପଦବୀରେ ରହି କାମ କରିଛନ୍ତି। ଏହି ନୂଆ ପଦରେ ଯୋଗ ଦେବା ପୂର୍ବରୁ ସେ ବ୍ୟାଙ୍କର ମୁମ୍ବାଇରେ ଥିବା ଗ୍ଲୋବାଲ୍‌ ଆଇଟି ସେଣ୍ଟର୍‌ରେ କାମ କରୁଥିଲେ।

ସମ୍ବନ୍ଧିତ ଖବର