ଭୋଡାଫୋନ୍ ଆଇଡିଆ ରିଚାର୍ଜରେ ଉପହାର

ଭୁବନେଶ୍ବର: ଭୋଡାଫୋନ୍ ଆଇଡିଆ ପକ୍ଷରୁ ପ୍ରିପେଡ୍ ଗ୍ରାହକଙ୍କୁ ପ୍ରତି ରିଚାର୍ଜ ଉପରେ ନିଶ୍ଚିତ ଉପହାର ପ୍ରଦାନ କରାଯାଉଛି। କଂପାନି ପକ୍ଷରୁ ଗ୍ରାହକଙ୍କୁ ପ୍ରତି ରିଚାର୍ଜରେ ଅସୀମିତ କଲ୍, କ୍ୟାସ୍ ବ୍ୟାକ୍, ଅତିରିକ୍ତ ଡାଟା, କଲର ଟ୍ୟୁନ୍ ଆଦି ସୁବିଧା ପ୍ରଦାନ କରାଯାଉଛି। ଉଭୟ ଆଇଡିଆ ଓ ଭୋଡାଫୋନ୍‌ର ରିଚାର୍ଜ ଉପରେ ଏହି ସୁବିଧା ମିଳିବ। ଏହି ଅଫରର ଲାଭ ବିଷୟରେ ଗ୍ରାହକଙ୍କୁ ଜଣାଇବା ଲାଗି କଂପାନି ପକ୍ଷରୁ ଏହାର ଜୋରଦାର ପ୍ରଚାର କରାଯାଉଛି।

ସମ୍ବନ୍ଧିତ ଖବର