ଭୋପାଳରେ ପେଟ୍ରୋଲ୍‌ ୧୦୪ ଟଙ୍କା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସହର ଭୋପାଳରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୪ ଟଙ୍କା ହୋଇଛି। ଏବେ ସାତଟି ରାଜ୍ୟ ଓ ୧୫ଟି ସହରରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର