ମସ୍କଙ୍କ ଅଧିଗ୍ରହଣ ପ୍ରସ୍ତାବକୁ ଟ୍ବିଟର ଅଂଶଧନକାରୀଙ୍କ ମଞ୍ଜୁରି

ସାନ୍‌ ଫ୍ରାନ୍‌ସିସ୍‌କୋ: ଟ୍ବିଟର୍‌କୁ ୪୪୦୦ କୋଟି ଡଲାରରେ କିଣିବା ଲାଗି ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଦେଇଥିବା ପ୍ରସ୍ତାବକୁ କଂପାନିର ଅଧିକାଂଶ ଅଂଶଧନକାରୀ ମଞ୍ଜୁରି ପ୍ରଦାନ କରିଛନ୍ତି। କିନ୍ତୁ ଏହି ଅଧିଗ୍ରହଣକୁ ନେଇ ମସ୍କ ଆଗକୁ ବଢ଼ିବାକୁ ଚାହନୁାହାନ୍ତି। ମସ୍କଙ୍କ ଅଧିଗ୍ରହଣ ପ୍ରସ୍ତାବ ଉପରେ ଅନଲାଇନ୍‌ରେ ମତ ସଂଗ୍ରହ କରାଯାଇଥିଲା। କିଛି ମିନିଟ୍‌ରେ ଶେଷ ହୋଇଥିବା ଏହି ମତଦାନ ପ୍ରକ୍ରିୟାରେ ଅଂଶଧନକାରୀ ମସ୍କଙ୍କ ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର