ସଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନଙ୍କ ଭାଇଙ୍କୁ କଟକରେ ଗୁଳିମାଡ଼

କଟକ: ସଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନଙ୍କ ଭାଇଙ୍କୁ ବୁଧବାର ରାତି କଟକରେ ଗୁଳିମାଡ ହୋଇଛି। ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଗତପୁର ଥାନା ଅଞ୍ଚଳରେ ରେହମାନଙ୍କ ଭାଇଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଛନ୍ତି। ସୂଚନା ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନଭିନ ଜାରି ରଖିଛି। ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର