ରଶ୍ମିତା ପଣ୍ଡା ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ

ସୁନ୍ଦରଗଡ଼: ସୋମବାର ସୁନ୍ଦରଗଡ଼ର ଜିଲ୍ଲାପାଳ ସୁରେନ୍ଦ୍ର ମିନାଙ୍କ ବଦଳି ହୋଇଛି। ରଶ୍ମିତା ପଣ୍ଡା ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ହୋଇଛନ୍ତି। ସୁରେନ୍ଦ୍ର ମିନା ଓଡ଼ିଶା ଉଠାଜଳସେଚନ ନିଗମର ଏମଡି ହୋଇଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାରେ ପିତାମ୍ବର ସାମଲ ଉପ-ଜିଲ୍ଲାପାଳ ଭାବେ ନିୟୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର