ସତ୍ୟ ସାଇ ସେବା ସମିତିର ରକ୍ତଦାନ ଶିବିର

ଜୟପୁର: ସତ୍ୟସାଇ ସେବା ସମିତି ପକ୍ଷରୁ ଅମୃତବିନ୍ଦୁ କାର୍ଯ୍ୟକ୍ରମରେ ୩୦ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା। ଜୟପୁର ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର ଏସ୍ ଏସ ମିଶ୍ର, ଡାକ୍ତର ଅକ୍ଷୟ କୁମାର ସାହୁ, ଅଭୟ ପଣ୍ଡା, ବୁଲୁ ଗୌଡ଼, ଶଶିଭୁଷଣ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତସଂଗ୍ରହ କରିଥିଲେ।

ସମିତିର ଶିବିର ଆବାହକ ରମେଶ ଗୁପ୍ତା, ସେବା ପ୍ରମୁଖ ମୋହନ ଆଚାରୀ, ଏମ୍ ସରାବୁ, ଡି.ଏସ୍ ମାଉଲି, ଭେଙ୍କେଟ ରାଓ, ଏନକେ ରାଓ, ଏନଏନ୍ ରଥ, ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର