ଭୁବନେଶ୍ୱର: ଅବକାରୀ ପ୍ଲାଇଙ୍ଗ ସ୍କ୍ଵାଡ୍ ଆଜି ସକାଳେ କଟକ ମଙ୍ଗଳାବାଗ ଥାନା ମାଛୁଆ ବିଜାର ଅଞ୍ଚଳରେ ଚଢ଼ାଉ କରି ୮ ଲକ୍ଷ ଟଙ୍କା ମୂଲ୍ୟର ୮୦ ଗ୍ରାମର ବାଉନ୍ ସୁଗାର ଓ ସାଢ଼େ ୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ମାଛୁଆବଜାର ଅଞ୍ଚଳର ମନୋଜ କାହାଳି ଓ(୩୮ ବର୍ଷ) ଓ ଦିଲ୍ଲୀପ କାହାଳୀ(୩୬ ବର୍ଷ)ଙ୍କୁ ଗିରଫ କରିଛି।