ଜୟପୁର: ଦୀର୍ଘ ଦୁଇ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ବନ୍ଦ ଥିବା ଏକ ଘର ଭିତରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ଜୟପୁର ସହରର ଲିଙ୍ଗରାଜ ନଗରରେ ମଙ୍ଗଳବାର ଏକ ଘରେ ଏକ ବର୍ଷୀୟ ଅଦିତି ପଟ୍ଟନାୟକ ଭିତରପଟୁ ଲକ୍ ହୋଇ ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟକ୍ତିଗତ ଭାବରେ ନିଜେ ପରିଶ୍ରମ କରି ବିଫଳ ହେବା ପରେ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ। ଖବର ପାଇଁ ଅଗ୍ନିଶମ ବିଭାଗ ପହଁଚି ଶିଶୁକନ୍ୟାକୁ ଉଦ୍ଧାର କରିଥଲା।