ଚୋରି ଅଭିଯୋଗରେ ନାବାଳକକୁ ପିଟି ପିଟି ମାରିଦେବା ଅଭିଯୋଗ

ଭୁବନେଶ୍ବର : ମାତ୍ର ୫ ଶହ ଟଙ୍କା ଚୋରି ଅଭିଯୋଗରେ ପାଇଁ ନାବାଳକକୁ ପିଟିପିଟି ମାରିଦେବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗ୍ରାମରେ ।

ମିଳିଥିବା ସୂଚନା ଅନୁସାରେ ଏକ ଚୋରି ଅଭିଯୋଗରେ ଉକ୍ତ ନାବାଳକକୁ ପଡୋଶୀ ମହିଳା ଓ ଆଉ କେତେ ଜଣ ଗ୍ରାମବାସୀ ପ୍ରବଳ ମାଡ ମାରିଥିଲେ । ତେବେ ସଂପ୍‌କ୍ତ ମହିଳା ମାଡ଼ ମାରିଥିବା ସ୍ବୀକାର କରିଥିଲେ ମଧ୍ୟ ମୃତ୍ୟୁ କିପରି ହେଲେ ସେସମ୍ପର୍କରେ ଜାଣିନାହାନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର