ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପୂର୍ବତଟ ରେଳବାଇ ପକ୍ଷରୁ ଚାଲିବ ୨୨ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ୍‌

ସମ୍ବଲପୁର: ଗ୍ରୀଷ୍ମରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର-ଏରୋଡ୍ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ମେ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫାଦେଲେ ରାସେଶ୍ବରୀ: କହିଲେ, ଅପାରଗ ମନ୍ତ୍ରୀ ଯୋଗ୍ୟ ହେଲେ କେମିତି?

ସମ୍ବଲପୁର: ବିଜେଡିର ସମସ୍ତ ପଦ ତଥା ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ। ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଦଳର ବିଭିନ୍ନ ପଦ ପଦବିରେ ଥିବା ୪୦ରୁ ଅଧିକ ପଦାଧିକାରୀ ଓ ସକ୍ରିୟ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଡା.…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି: ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁର: ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ପଛର କାରଣ କହିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ସେ କହିଛନ୍ତି, ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡ଼ିଛି। ବିଧାୟିକା ଥିବା ବେଳେ ସମ୍ବଲପୁରରେ ବହୁତ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ

ସମ୍ବଲପୁର: ସମ୍ବଲପୁରରେ ବିଜେଡିକୁ ବଡ଼ ଝଟକା ଦେଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର: ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଅତାବିରା ଅଞ୍ଚଳର ଶ୍ରୀନୁ ବୋଲି ସମ୍ବଲପୁର ଜିଆର୍‌ପି ପୁଲିସ ପକ୍ଷରୁ କହାଯାଇଛି। ରବିବାର ସକାଳେ ବରଗଡ଼ ରେଳ ଷ୍ଟେସନ୍‌ ନିକଟରେ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ନବୀନ କରିଛନ୍ତି ଶ୍ରମିକଙ୍କ କଲ୍ୟାଣ: ପାଣ୍ଡିଆନ

ସମ୍ବଲପୁର: ରାଜ୍ୟର ବିକାଶରେ ଶ୍ରମିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାରେ ଯେଉଁସବୁ ନବୀକରଣ କରାଯାଇଛି, ସେସବୁ ଶ୍ରମିକଙ୍କ ଲହୁଲୁହରେ ଜଡ଼ିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ବହୁତ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ବିଡ଼ି ଶ୍ରମିକ ପ୍ରସଙ୍ଗ ଉଠାଇଲେ ଧର୍ମେନ୍ଦ୍ର: ଜନସମାବେଶ, ମିଶ୍ରଣ ପର୍ବରେ ଯୋଗଦେଲେ

ସମ୍ବଲପୁର: ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ସହିତ ନିର୍ବାଚନ ପ୍ରଚାର ଜୋର୍‌ଦାର୍‌ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଡ଼ି ଶ୍ରମିକ ପ୍ରସଙ୍ଗ ଉଠାଇଛନ୍ତି। ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିବାସହିତ ମୌଳିକ ସୁବିଧା ଯୋଗାଇ ଦିଆଯିବ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ସମ୍ବଲପୁରରେ ସ୍କୁଟିରେ ବୁଲିୁଥିବା ଦେଖିବାକୁ ମିଳିଥିଲା। ସକାଳେ ଶ୍ରୀ ପ୍ରଧାନ ସ୍କୁଟି ଚଳାଉଥିବା ବେଳେ ଜିଲ୍ଲା ସଭାପତି ଗିରୀଶ ପଟେଲ ତାଙ୍କ ପଛପଟେ ବସି ସହରରେ ବୁଲିଥିଲେ। ଗୋଲବଜାର ପାଖ ବୈଦ୍ୟନାଥ…
ଅଧିକ ଖବର ଦେଖନ୍ତୁ...

ଯାନ୍ତ୍ରିକ ତ୍ରୁଟିରୁ  ଘଣ୍ଟାଏ ଅଟକିଲା ଟ୍ରେନ୍‌: ତାତିରେ ଯାତ୍ରୀ ଛଟପଟ

ସଇନ୍ତଲା: ସମ୍ବଲପୁର-ଟିଟିଲାଗଡ଼ ରେଳପଥର ସଇନ୍ତଲା ବ୍ଲକ୍‌ଛକ ନିକଟ ଫାଟକରେ ଶୁକ୍ରବାର ଦିନ ୧୦ଟା ୩୦ରେ ଏକ ମାଲବାହୀ ଟ୍ରେନ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବହୁ ସମୟ ଅଟକି ରହିଥିଲା। ଯାହାଫଳରେ ପ୍ରବଳ ଖରାରେ ଲୋକେ ରେଳ ଫାଟକର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ଛଟପଟ ହୋଇଛନ୍ତି। ପରେ ଗାଡ଼ିଟି…
ଅଧିକ ଖବର ଦେଖନ୍ତୁ...

ଜନତାଙ୍କ ଛୋଟରୁ ଛୋଟ ସମସ୍ୟାର ସମାଧାନକୁ ଗୁରୁତ୍ବ ଦିଆଯିବ: ପ୍ରଣବ

ରେଙ୍ଗାଲି/ଚିପିଲିମା: ସମ୍ବଲପୁର ମାଟି ବୀରମାଟି। ଏହା ମା’ ସମଲେଶ୍ୱରୀଙ୍କ ମାଟି, ବୀର ସୁରେନ୍ଦ୍ର ସାଏଙ୍କ ମାଟି। ଏ ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ମତେ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ସମ୍ବଲପୁରରୁ ପ୍ରାର୍ଥିତ୍ୱ ମିଳିବା ପରେ ଲୋକେ ମତେ ଏଭଳି ସସମ୍ମାନେ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...