ହତ୍ୟା ଧମକ, ଜଣେ ଗିରଫ

ଲଚ୍ଛିପୁର: ସୋନପୁର ଜିଲ୍ଲା ଲଛିପୁର ଫାଣ୍ଡି ଅନ୍ତର୍ଗତ ବିଲେଇବାହାଲିର ସୁରୁବାବୁ ମହାକୁରଙ୍କୁ ଗାଳି ଗୁଲଜ କରିବା ଓ ଭୁଜାଲି ଧରି ହତ୍ୟା କରିବାକୁ ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଘନଶ୍ୟାମ ବାଘ (୪୦)ଙ୍କୁ ଗିରଫ କରିଛି। ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ବସନ୍ତ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର