ଗାଡ଼ି ଯାଂଚ, ୨୪ହଜାର ଜରିମାନା ଆଦାୟ

ଜୟପୁର,: ଶୁନ୍ୟ ସହିଷ୍ଣୁତାରେ ଆଜି ଜୟପୁର ସଦରଥାନା ପକ୍ଷରୁ ପଣସପୁଟବାଗ୍ରା ନିକଟରେ ଗାଡ଼ି ମୋଟର ଯାଂଚ କରାଯାଇଥିଲା‌।

‌ବିନା ହେଲମେଟ, ବିନା ସିଟ୍ ବେଲଟ୍ ଆଦିର ଯାଂଚ କରାଯାଇଥିଲା। ଏହି କ୍ରମରେ ଜୟପୁର ସଦର ପୁଲିସ ୨୪ହଜାର ଟଙ୍କାର ଜରିମାନା ଆଦାୟ କରିବା ସହ ୫ଜଣଙ୍କର ଡ୍ରାଇଭର ଲାଇସେନସ୍ ବାତିଲ କରିବାକୁଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରିଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ସମ୍ବନ୍ଧିତ ଖବର