ତୁ ମୋ ପ୍ରଥମ ପ୍ରେମ

ପ୍ରେମ ଏବେ ଏବେ ୟୁ-ଟ୍ୟୁବରେ ବେଶ୍ ଲୋକପ୍ରିୟ ହେଇଛି ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟଜିତଙ୍କ ଯୁଗଳବନ୍ଦୀ ରୋମାଣ୍ଟିକ୍ ସଙ୍ଗ୍ ‘ତୁ ମୋ ପ୍ରଥମ ପ୍ରେମ’। ଏହାର ଗୀତିକାର ନିହାର ପ୍ରିୟାଶିଷ ଓ ସ୍ବର ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ। ଅତୀତରେ ଚଳଚ୍ଚିତ୍ର ‘ଜଗୁ ଅଟୋବାଲା’ରେ ଏ ଦୁହେଁ ‘ଭିଜା ଭିଜା କୁହୁଡ଼ି ତଳେ’ ଗୀତରେ କଣ୍ଠଦାନ କରିଥିଲେ। ଏହା ଭିତରେ ‘ଚାନ୍ଦ ଛୁପା ବାଦଲ ମେଁ’ ଓ ‘ଗଭାର ଗଜରା’ ପରି କିଛି ଚଳଚ୍ଚିତ୍ର ଓ ଆଲବମ୍‌ରେ ଯୁଗ୍ମ ଭାବେ କଣ୍ଠଦାନ କରି ଏ ସତ୍ୟାଜିତ-ଅନ୍ତରା ଶ୍ରୋତାଙ୍କୁ ବିମୁଗ୍ଧ କରିଛନ୍ତି।

ସମ୍ବନ୍ଧିତ ଖବର