ସ୍କୁଲ୍‌ ଯାଉନାହାନ୍ତି ୮୫ କୋଟି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ମୁକାବିଲା ପାଇଁ ଏବେ ବିଶ୍ବବ୍ୟାପୀ ୧୦୦ରୁ ଅଧିକ ରାଷ୍ଟ୍ରରେ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରହିଛି। ଜାତିସଂଘ ରିପୋର୍ଟ ଅନୁଯାୟୀ ବିଶ୍ବବ୍ୟାପୀ ଏବେ ପ୍ରାୟ ୮୫ କୋଟି ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଚୀନ୍‌ ଏଥିଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୨୩୩ ନିୟୁତ ଛାତ୍ରଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି। ଏହାପରେ ପାକିସ୍ତାନରେ ୪୪ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ୍‌ ଯାଉନାହାନ୍ତି।

ସମ୍ବନ୍ଧିତ ଖବର