୧୧ରୁ ସଂସଦର ଶୀତ ଅଧିବେଶନ, ୧୦ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ୧୦ ତାରିଖରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଦୁଇ ଗୃହରେ ସୁରୁଖୁରୁରେ କାର୍ଯ୍ୟ ତଦାରଖ ନେଇ ଏହି ବୈଠକରେ ଆଲୋଚନା ହେବ। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣକାଳୀନ ସଂସଦ ଅଧିବେଶନ ହେବ।

ସମ୍ବନ୍ଧିତ ଖବର