ଭର୍ତୃହରି ପିଏସି ସଦସ୍ୟ ନିର୍ବାଚିତ

ନୂଆଦିଲ୍ଲୀ : ଲୋକସଭାର କମିଟ୍ ଅନ୍ ପବ୍ଲିକ୍ ଆକାଉଣ୍ଟସ୍ ୨୦୧୯-୨୦ ର ସଦସ୍ୟ ରୂପେ ବିଜେଡି ସାଂସଦ ଭର୍ତୃହରି ମହତାବ ଓ କମିଟି ଅନ୍ ଏଷ୍ଟିମେଟ୍ସ ସଦସ୍ୟ ରୂପେ ବିଜେପି ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ନିର୍ବାଚିତ ହୋଇଛନ୍ତି। ଲୋକସଭାର କମିଟ୍ ଅନ୍ ପବ୍ଲିକ୍ ଆକାଉଣ୍ଟସ୍‌ର ୧୫ ଜଣ ସଦସ୍ୟ ଓ କମିଟି ଅନ୍ ଏଷ୍ଟିମେଟସ୍‌ର ୨୯ ଜଣ ସଦସ୍ୟ ମନୋନୀତ ପାଇଁ ନିର୍ବାଚନ ହୋଇଥିଲା।

ସମ୍ବନ୍ଧିତ ଖବର