ମନୋଜ ତିଓ୍ଵାରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀଙ୍କ ବିରୋଧରେ ପୁଲିସ ଏକ ଏତଲା ରୁଜୁ କରିଛି। ଗୋକୁଲପୁରୀଠାରେ ଥିବା ଏକ ବନ୍ଦ ଘରର ତାଲା ଭାଙ୍ଗିବା ଅଭିଯୋଗରେ ଏହି ଏତଲା ହୋଇଥିବା ଜଣାପଡ଼ିଛି। ଡିସିପି ଅତୁଲ କୁମାର ଠାକୁରଙ୍କ କହିବାନୁସାରେ, ତିଓ୍ଵାରୀ ତାଙ୍କର କେତେଜଣ ସହଯୋଗୀଙ୍କ ସହିତ ଆସି ଘରର ତାଲା ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର